ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ ହାଫ୍-ମାରାଥନ୍ରେ ଦୌଡ଼ିଲେ ୪୦୦୦ ଅଂଶଗ୍ରହଣକାରୀ
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଆଥଲେଟିକ୍ ଆସୋସିଏସନ ସହଯୋଗରେ ଦୌଡ଼ ଆୟୋଜିତ ଆସୋସିଏସନ ଅଫ୍ ଇଂଟରନ୍ୟାସନାଲ୍ ମାରାଥନ୍ସ ଆଣ୍ଡ୍ ଡିଷ୍ଟାନ୍ସ ରେସେସ୍ (ଏଆଇଏମ୍ଏସ୍)ଠାରୁ ବିଶ୍ୱସ୍ତରୀୟ ମାନ୍ୟତା
Read More