ଏସ୍ବିଆଇ ପକ୍ଷରୁ ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇରେ ଡିଜିଟାଲ୍ ମାଧ୍ୟମରେ ସାମିଲ ହେବା ସୁବିଧା ଆରମ୍ଭ
ଭୁବନେଶ୍ୱର: ଦେଶର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇ ସ୍କିମ୍ରେ ସାମିଲ କରିବା ଲାଗି ସୁବିଧା
Read More