ନାଏକା ଫେସନର ପ୍ରଥମ ପିଙ୍କ ସମର ସେଲ୍ ୫ରୁ ଆରମ୍ଭ ହେବ

ଭୁବନେଶ୍ୱର: ନାଏକା ଫେସନ ପକ୍ଷରୁ ପ୍ରଥମ ଥର ଲାଗି ପିଙ୍କ ସମର ସେଲ୍ ଆରମ୍ଭ ହେବ ଯେଉଁଥିରେ ଗ୍ରାହକମାନେ ୫ ଲକ୍ଷରୁ ଅଧିକ ଷ୍ଟାଇଲ୍‌, ୨୫୦୦ରୁ ଅଧିକ ଷ୍ଟାଇଲିସ ବ୍ରାଣ୍ଡ୍ ଭିତରୁ ନିଜ ପସନ୍ଦର ଜିନିଷ ଚୟନ କରିବା ଏବଂ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ପ୍ରଥମ ଥର ସପିଙ୍ଗ କରୁଥିବା ଗ୍ରାହକମାନଙ୍କୁ ୨୦୦ ଟଙ୍କାର ରିହାତି ମିଳିବ । ପିଙ୍କ ସମର ସେଲ୍ ମେ’ ୫ ତାରିଖ ଅପରାହ୍ନ ୪ଟାରୁ ଆରମ୍ଭ ହେବ ।
ଗ୍ରାହକମାନଙ୍କ ଲାଗି ସକାଳ ୯ଟାରେ ମେଗା ମର୍ଣ୍ଣିଂ ଅଫର, ଅପରାହ୍ନ ୧ଟାରେ ମିଡ୍‌-ଡେ ପ୍ରାଇସ୍ ଡ୍ରପ୍‌, ସନ୍ଧ୍ୟା ୬ଟାରେ ଲାଇଟିନିଂ ପ୍ଲାସ୍ ଡିଲ୍ ଓ ରାତି ୧୦ଟାରେ ମିଡ୍‌ନାଇଟ୍ ବୋନାଞ୍ଜା ଅଫର ରହିଛି । ଏହି ସେଲ୍‌ରେ ପୋଷାକ, ଫୁଟ୍‌ଓୟାର, ଆସେସୋରିଜ, ଲ୍ୟୁକ୍ସ, ପ୍ରଯୁକ୍ତିରେ ସୁପରହିଟ୍ ବ୍ରାଣ୍ଡ୍ ରହିଛି ଏବଂ ଗ୍ଲୋବାଲ ଷ୍ଟୋର୍‌ରୁ ମହିଳା, ପୁରୁଷ ଓ ଶିଶୁଙ୍କ ପାଇଁ ଜିନିଷ କିଣିହେବ ।
ଫାଷ୍ଟ୍ ଇନ୍ ଫେସନ୍‌ରେ ଗ୍ରାହକମାନେ ଟ୍ୱେଂଟି ଡ୍ରେସ୍‌, ଆର୍‌ଏସ୍‌ଭିପି, ଭେରୋ ମୋଡା, ଫୋରଏଭର ନିଉ ଭଳି ବ୍ରାଣ୍ଡ୍ ୁପରେ ଅବିଶ୍ୱସନୀୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ଟପ୍ ବ୍ରାଣ୍ଡ୍ ଟପ୍ ଅଫରରେ ସେମାନେ ପୁମା, ଟ୍ୱେଂଟି ଡ୍ରେସ୍‌, ଫୋରଏଭର ନିଉ, କ୍ୟାମ୍ପସ, ୟୁଏସପିଏ, ସାଇଡର, ଲୁଇ ଫିଲିପ୍‌, ଭେରୋ ମୋଡା, ଓନ୍‌ଲି, ଜ୍ୟାକ୍ ଆଣ୍ଡ୍ ଜୋନ୍‌ସ ଓ ଲେଭି ଭଳି ବ୍ରାଣ୍ଡ୍ ଉପରେ ୫୦-୭୫% ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ନାଏକା ଫେସନ ଗ୍ଲୋବାଲ୍ ଷ୍ଟୋର୍‌ରେ ଗ୍ରାହକମାନେ ଆଲୋ, ଏନ୍‌ଏ-କେଡି, ରିଭଲଭ୍‌, ସାଇଡର, ଲିପ୍‌ସି, ଏଲ୍‌ସି ୱିକିକି, ଏଏଫ୍‌ଆର୍‌ଏମ୍‌, ଟ୍ରେଣ୍ଡୋନିଲ୍‌, ଟାଲି ୱେଜିଲ ଓକ୍ସୋ, ପୋମେଲୋ, ଲିପ୍‌ସି ଆଦି ବ୍ରାଣ୍ଡ୍ ଉପରେ ସୀମିତ ସମୟ ପାଇଁ ୮୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ଅନବିଲିଭେବଲ୍ ମେଗା ଡିସ୍‌କାଉଂଟ୍‌ରେ ଗ୍ରାହକମାନେ ପୁରୁଷ ଓ ମହିଳାଙ୍କ କାଜୁଆଲ ଓୟାର, ଫୁଟ୍‌ଓୟାର, ଅଳଙ୍କାର, କିଡ୍‌ସ ଓୟାର ଆଦି ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । କେବଳ ସେତିକି ନୁହେଁ. ୪୯୯ ଟଙ୍କା, ୫୯୯ ଟଙ୍କା, ୧୧୯୯ ଟଙ୍କା, ୧୨୯୯ ଟଙ୍କା ଓ ୧୯୯୯ ଟଙ୍କା ଭଳି ସ୍ୱତନ୍ତ୍ର ଦାମ୍‌ରେ ମଧ୍ୟ ଜିନିଷ କିଣିପାରିବେ ।
ହାଉସ୍ ଅଫ୍ ବ୍ରାଣ୍ଡ୍‌ରେ ନାଏକଡ୍ ବାଏ ନାଏକା, ଗଜରା ଗ୍ୟାଙ୍ଗ, ଲିଖା, ଟ୍ୱିଗ୍ ଆଣ୍ଡ୍ ଟ୍ୱିନ୍‌, ଗ୍ଲୋଟ୍‌, ଏମ୍‌ଆଇଏକ୍ସଟି, ଆଇୱାଇକେୱାଇକେ ଆଦି ଉପରେ ୬୦-୮୦% ପର୍ଯ୍ୟନ୍ତ ରିହାତି ମିଳିବ । ସ୍ପିନ୍ ଆଣ୍ଡ୍ ୱିନ୍ ଓ ରୋଲ୍ ଦି ଡାଇସ୍ ଭଳି ଗେମ୍ ମଧ୍ୟ ଗ୍ରାହକମାନେ ଖେଳିପାରିବେ ।

Share

Leave a Reply

Your email address will not be published. Required fields are marked *

four + 5 =