ବୁଣାକାରଙ୍କ ପ୍ରସାର ଓ ସଶକ୍ତ କରିବା ପାଇଁ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ “ତାନା-ବାନା ଜିଲ୍ଲା ହସ୍ତତନ୍ତ ପ୍ରଦର୍ଶନୀ’ ଆୟୋଜିତ
ଭୁବନେଶ୍ୱର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହାର କ୍ୟାମ୍ପସରେ ପାଂଚ ଦିନିଆ “ତାନା-ବାନା ଜିଲ୍ଲା ହସ୍ତତନ୍ତ ପ୍ରଦର୍ଶନୀ ୨୦୨୩’ ଆୟୋଜନ କରାଯାଇଛି ।
Read More