ଆଦାନୀ ଗ୍ରୁପ୍ ପକ୍ଷରୁ ବେନ୍ଦ ଭାରତମ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅଧୀନେର ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବଦ୍ଧର୍ନ ସିଂହେଦଓଙ୍କୁ ସାକ୍ଷାତ; ମେମେଂଟା ଓ ପତ୍ର ସହିତ କାର୍ଯ୍ୟକ୍ରମ କିଟ୍ ପ୍ରଦାନ
ଭୁବେନଶ୍ୱର: ଆଦାନୀ ଗ୍ରୁପ୍ର ତୃଣମୂଳ ନବସୃଜନ କାର୍ଯ୍ୟକ୍ରମ ବେନ୍ଦ ଭାରତମ୍ ଚଳିତ ସପ୍ତାହେର ଓଡ଼ିଶା ଗସ୍ତ ସହିତ ଏହାର ବିଭିନ୍ନ ରାଜ୍ୟେର ଆଉଟ୍ରିଚ୍ କାର୍ଯ୍ୟକ୍ରମକୁ ଜାରି ରଖିଛି। ଗ୍ରୁପ୍ର ପ୍ରତିନିଧିମୋନ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବଦ୍ଧର୍ନ ସିଂହେଦଓଙ୍କୁ ସାକ୍ଷାତ କରିଥେିଲ ଓ ତାଙ୍କୁ ଏକ ବେନ୍ଦ ଭାରତମ୍ କିଟ୍ ପ୍ରଦାନ କରିଥେିଲ ଯାହା ନବସୃଜନ, ଉଦ୍ୟମିତ ଓ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ସୁଦୃଢ଼ କରିବା ପାଇଁ ଅଭିଯାନର ଲକ୍ଷ୍ୟକୁ ପ୍ରଦଶିର୍ତ କରୁଛି।
ଏହି ଅଭିଯାନ ଓଡ଼ିଶାରୁ ୫୧୦ରୁ ଅଧିକ ଅୋବଦନ ହାସଲ କରିଛି। ଆଶାୟୀ ନବସୃଜନକାରୀମାନଙ୍କୁ ମେଂଟରସିପ ସହାୟତା, ଶିଳ୍ପ ସହ ଯୋଡ଼ି ଏବଂ ସେମାନଙ୍କ ଚିନ୍ତାଧାରାକୁ ଆଗକୁ ବଢ଼ାଇବା ପାଇଁ ଏକ ଜାତୀୟ ପ୍ଲାଟଫର୍ମ ପ୍ରଦାନ କରି ରାଜ୍ୟର ଉଦ୍ୟମିତା ସମ୍ଭାବନାକୁ ଉଜାଗର କରିବୋର ବେନ୍ଦ ଭାରତମ କିଭଳି ସହାୟକ ହୋଇପାରିବ ତାହା ଉପେର ଏହି ଅୋଲାଚନା କେନ୍ଦ୍ରୀଭୂତ ଥିଲା।
ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ କହିଛନ୍ତି ଯେ, “ଅସାଧାରଣ ପ୍ରତିଭା ଦେଶର ପ୍ରତିଟି କୋଣେର ରହିଛନ୍ତି ଓ ସଫଳ ହେବା ପାଇଁ ସେମୋନ ସଠିକ୍ ମଂଚ ପାଇବାକୁ ହକଦାର। ସେହି ବିଶ୍ୱାସ ଉପେର ବେନ୍ଦ ଭାରତମ୍ ଗଠିତ। ଓଡ଼ିଶାରୁ ମିଳିଥିବା ସମଥର୍ନ ସହିତ ସାରା ଦେଶର ଲିଡରମୋନ ପ୍ରଦାନ କରିଥିବା ଉତ୍ସାହ ନବସୃଜନକୁ ସୁଦୃଢ଼ କରିବା ଏବଂ ଯୁବ େଉଦ୍ୟାଗୀଙ୍କ ଚିନ୍ତାଧାରାକୁ ପ୍ରଭାବଶାଳୀ ସଂସ୍ଥୋର ପରିଣତ କରିବା ପାଇଁ ଶ୍ରେଷ୍ଠ ସେୁଯାଗ ସୃଷ୍ଟି କରିବାର ମିଳିତ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।”
୨୦୨୬ ଜୁନ୍ ୨େ୫ର ଶୁଭାରମ୍ଭ ହୋଇଥିବା ବେନ୍ଦ ଭାରତମ୍ର ଲକ୍ଷ୍ୟ ହେଉଛି ଆଶାୟୀ ନବସୃଜନକାରୀମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ଷ୍ଟାଟଅର୍ପ୍େର ପରିଣତ କରିବା ପାଇଁ ଏକ ଜାତୀୟ ପ୍ଲାଟଫର୍ମ ପ୍ରଦାନ କରି ସାରା ଭାରତେର ଉଦ୍ୟମିତା ପ୍ରତିଭାଙ୍କୁ ସାମନାକୁ ଆଣିବା। ସମସ୍ତ ବୟସ ବର୍ଗ ଓ ପୃଷ୍ଠଭୂମିର ଅୋବଦନକାରୀମାନଙ୍କ ପାଇଁ ଖୋଲଥିବା ଏହି ଅଭିଯାନେର କେବଳ ଏକ ଚିନ୍ତାଧାରା ଓ କିଛି ଗଢ଼ିବାକୁ ସଂକଳ୍ପ ଥିବା ଦରକାର। ଏକ ମେଂଟରସିପ କାର୍ଯ୍ୟକ୍ରମ, ନେିବଶଙ୍କ ସହ ଭାବ ବିନିମୟ ଓ ସ୍ୱାଧୀନତା ଦିବସେର ଅହମଦାବାଦେର ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫିନୋଲ ପାଇଁ ୭୫ ଫାଇନାଲିଷ୍ଟ ଚିହ୍ନଟ କରାଯିବ।

