Friday, October 30, 2026
Latestମନୋରଞ୍ଜନ

ଗୋଟିଏ ବିଜ୍ଞାପନ ପାଇଁ ୭ କୋଟି

ମୁମ୍ବାଇ () ବିଜ୍ଞାପନ ପାଇଁ ବଲିଉଡ୍ ଷ୍ଟାର୍ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ ଥିବା ବେଳେ ସଲମାନ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି।

ସୂଚନା ଅନୁସାରେ, ସଲମାନ ଗୋଟିଏ ମୋବାଇଲର ବିଜ୍ଞାପନ ପାଇଁ ପ୍ରତିଦିନ ୭ କୋଟି ଟଙ୍କା ନେଉଛନ୍ତି। ଜଣେ ଭାରତୀୟ କଳାକାର ହିସାବରେ ଆଜିପର୍ୟ୍ୟନ୍ତ ବିଜ୍ଞାପନରେ ଏତେ ଟଙ୍କା କେହି ନେଇ ନାହାନ୍ତି। ଅତି ବେଶିରେ ବିଜ୍ଞାପନ ବାବଦରେ ଭାରତୀୟ ଫିଲ୍ମ କଳାକାରଙ୍କୁ ୩ରୁ ୪ କୋଟି ପର୍ୟ୍ୟନ୍ତ ଟଙ୍କା ପ୍ରଦାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

nineteen − 10 =