Friday, October 30, 2026
Latestମନୋରଞ୍ଜନ

ଯୁବତୀଙ୍କୁ ଖରାପ ବ୍ୟବହାର କରି ଅଡୁଆରେ ଚର୍ଚ୍ଚିତ ଅଭିନେତା

ମୁମ୍ବାଇ() ଅଡୁଆରେ ଅଭିନେତା ଶାହବାଜ ଖାନ୍ । ତାଙ୍କ ନାଁରେ ମୁମ୍ବାଇ ପୁଲିସ୍ ଏକ ମାମଲା ରୁଜୁ କରିଛି।
ସୂଚନା ଅନୁଯାୟୀ ଶାହବାଜ ଜଣେ ଜଣେ ଯୁବତୀଙ୍କ ସହ ଅଭଦ୍ରାମୀ ବା ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୫୪ ଓ ୫୦୯ ଦଫା ଅନୁଯାୟୀ ମାମଲା ରୁଜୁ ହୋଇଛି।

ଶାହବାଜ୍ କେବଳ ଟେଲିଭିଜନ ନୁହେଁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଜଣେ ଜଣାଶୁଣା ଚେହେରା।ତାଙ୍କ ନାଁରେ ଆସିଥିବା ଅଭିଯୋଗର ବର୍ତ୍ତମାନ ମୁମ୍ବାଇ ପୁଲିସ୍ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଯୁବତୀ ଜଣଙ୍କ ନାଁ ସାମ୍ନାକୁ ଆସିନାହିଁ କି ଅଭିନେତାଙ୍କର ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share

Leave a Reply

Your email address will not be published. Required fields are marked *

13 − twelve =