Friday, October 30, 2026
Latestମନୋରଞ୍ଜନ

ଫେରୁଛନ୍ତି ମାୟା

ମୁମ୍ବାଇ() ପୁଣି ଫେରୁଛନ୍ତି ମାୟା । ମଙ୍ଗଳବାର ଦିନ ମାୟାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ‘ବେହଦ୍-୨’ ସିରିଏଲ୍ ଜରିଆରେ ମାୟା ତଥା ଜେନିଫର୍ ୱିଙ୍ଗେଟ ପୁଣି ଫେରୁଛନ୍ତି ବୋଲି ଏକ ଭିଡିଓ ଟ୍ୱିଟ୍ କରି ସୋନି ଟିଭି ସୂଚନା ଦେଇଛିକ୍ଷ ।

ଏହି ଭିଡିଓ ମାଧ୍ୟମରେ ଜେନିଫର୍ ତାଙ୍କର ପ୍ରଶଂସକଙ୍କୁ କଥା ଦେଇଛନ୍ତି ଯେ ଏଥର ମାୟାକୁ ଆପଣ ଘୃଣାର ସବୁ ସୀମାକୁ ପାର୍ କରୁଥିବା ଦେଖିବାକୁ ପାଇବେ। ପ୍ରଥମ ‘ବେହଦ୍’ ସିରିଏଲ୍ରେ ଆପଣ ମାୟାକୁ ପ୍ରେମ କରୁଥିବା ଦେଖିଥିଲେ। ଏଥର ସେ ଘୃଣା କରୁଥିବା ଦର୍ଶକ ଦେଖିବାକୁ ପାଇବେ।

୩୦ ନଭେମ୍ୱର ୨୦୧୮ ଦିନ ଏହି ସିରିଏଲ୍ ଅଫ୍ ଏୟାର୍ ହୋଇଥିଲା। ତେବେ ପୁଣି ଥରେ ମାୟା ରୂପରେ ଦର୍ଶକଙ୍କ ପାଖକୁ ଫେରୁଥିବାରୁ ଜେନିଫର୍ଙ୍କ ଫ୍ୟାନ୍ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

five × 5 =