Friday, October 30, 2026
Latestଜାତୀୟ

ଏଣିକି ସର୍ବସାଧାରଣରେ ପ୍ରେମ କଲେ ଗଣିବେ ଟଙ୍କା

ସାଉଦି ଦେଶର ଅର୍ଥନୀତି ମୁଖ୍ୟତଃ ତୈଳ ଉତ୍ତୋଳନ ହୋଇଥିବାବେଳେ ବର୍ତ୍ତମାନ ପର୍ୟ୍ୟଟନକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଅର୍ଥନୀତିର ଦିଗ ବଦଳାଇବାର ପ୍ରୟାସ କରାଯାଇଛି।

ଏକ ବିବୃତିରେ ସାଉଦି ସରକାର ନୂଆଁ ନିୟମ କରିଛନ୍ତି । ନୂଆ ନିୟମ ଅନୁଯାୟୀ ଉଭୟ ମହିଳା ଓ ପୁରୁଷ ଶାଳୀନତାର ସହ ପୋଷାକ ପିନ୍ଧନ୍ତୁ ଏବଂ ସର୍ବସାଧାରଣରେ ପ୍ରେମ ସାବ୍ୟସ୍ତ କରିବାରୁ ନିବୃତ ରୁହନ୍ତୁ। ପର୍ୟ୍ୟଟକ ଏବଂ ପରିଦର୍ଶକମାନେ ନିଜ ବ୍ୟବହର ପ୍ରତି ଯତ୍ନବାନ ହେବାକୁ ଏହି ଆଇନ ସବୁ କରାଯାଇଥିବା ଏଥିରେ କୁହାଯାଇଛି। ଶୁକ୍ରବାର ସାଉଦି ପକ୍ଷରୁ କୁହାଯାଇଥିଲା ୪୯ଟି ରାଷ୍ଟ୍ର ନାଗରିକଙ୍କୁ ଇ-ଭିସା ଏବଂ ଭିସା ଅନ୍ ଆରାଇଭାଲର ସୁବିଧା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

3 × three =