Friday, October 30, 2026
ମନୋରଞ୍ଜନ

ସାହାଯ୍ୟ ପାଇଁ ଲଣ୍ଡା ହେଲେ ମଡେଲ

ପ୍ଲସ୍ ସାଇଜ୍ ମଡେଲ ଅକ୍ଷୟା ନବାନୀଥନଙ୍କ ସଂପର୍କରେ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ। ନାରୀଙ୍କ ମୁଣ୍ଡର କେଶ ତାଙ୍କର ସୌନ୍ଦର୍ୟ୍ୟକୁ ବଢ଼ାଇଥାଏ। ହେଲେ ଏହି ମଡେଲ କାହିଁକି ଲଣ୍ଡା ହେଲେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ହେଉଛି। ପ୍ରକୃତ ଘଟଣା ହେଲା କ୍ୟାନସର ପୀଡ଼ିତାଙ୍କୁ ସାହାଯ୍ୟ କରିବା ଲାଗି ଅକ୍ଷୟା ଲଣ୍ଡା ହୋଇଛନ୍ତି। କ୍ୟାନସର ପୀଡ଼ିତାଙ୍କ ଏକ ଓ୍ବିଙ୍ଗ ଗଠନ ପାଇଁ ସେ ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen + six =