Friday, October 30, 2026
Latestରାଜନୀତି

ସବୁଠାରୁ ଧନୀ ବିଧାୟକ ହେଲେ ନିରଞ୍ଜନ

ଭୁବନେଶ୍ବର () ଆସିଲା ଏଡ଼ିଆର ରିପୋର୍ଟ । ରିପୋର୍ଟ ଅନୁସାରେ ବିଧାନସଭାରେ ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ନିରଞ୍ଜନ ସମ୍ପତ୍ତି ୬୦ କୋଟିରୁ ଅଧିକ ବୋଲି ଜଣାପଡ଼ିଛି ।୩୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି । ଏଡ଼ିଆର ରିପୋର୍ଟ ଅନୁସାରେ ବିଜେପିରେ ୪୦ରୁ ୨୪ ଜଣ ଅର୍ଥାତ୍ ୬୦ ପ୍ରତିଶତ ଦାଗୀ ନେତା ଅଛନ୍ତି । କଂଗ୍ରେସରେ ୩୯ ରୁ ୧୨ ଜଣ(୩୧ ପ୍ରତିଶତ) ଓ ବିଜେଡ଼ିରେ ୩୯ରୁ ୧୫ (୩୯ପ୍ରତିଶତ) ଜଣ ଦାଗୀ ନେତା ଅଛନ୍ତି । ଏଡ଼ିଆର ରିପୋର୍ଟ ଅନୁସାରେ ମୋଟ୍ ୩୩୪ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ ପ୍ରତିଶତ ଦାଗୀ ନେତା ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − 3 =