ଲାଞ୍ଚ ନେଇ ନିଲମ୍ବିତ ହେଲେ ୩ ପୁଲିସ କର୍ମଚାରୀ

ସମ୍ବଲପୁର() ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ୩ ପୁଲିସ କର୍ମଚାରୀ ।ସମ୍ବଲପୁର ଜିଲା ଯୁଯୁମରା ଥାନା ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସୂଚନା

Read more

ଗିରଫ ହେଲେ ଲାଞ୍ଚୁଆ ଆଇଏଏସ ଅଫିସର

ଗିରଫ ହେଲେ ଲାଞ୍ଚୁଆ ଆଇଏଏସ୍ ଅଧିକାରୀ । ୨୦୦୯ ବ୍ୟାଚର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ

Read more

ପୁଣି ଚାକିରୀରୁ ବିଦା ହେଲେ ଆଉ ୬ ଅଧିକାରୀ

ଭୁବନେଶ୍ୱର() ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ

Read more

ଲାଂଚୁଆ କିରାଣିକୁ ବିଦା କଲେ ଶ୍ରମ କମିଶନର

ବଲାଙ୍ଗିର() ସରକାରଙ୍କ ୫-ଟି ନିୟମ ଉଲଙ୍ଘନ କଲେ ସରକାର କିପରି ତତକ୍ଷଣାତ କର୍ଯ୍ୟାନୁÂାନ ନିଅନ୍ତି ତାହା ଦେଖାଇ ଦେଇଛନ୍ତି ରାଜ୍ୟ ଶ୍ରମ କମିଶନର ନିରଂଜନ ସାହୁ ।

Read more

ପୁଣି ଚାକିରିରୁ ବିଦା ହେଲେ ୩ ଦୁର୍ନୀତିଗ୍ରସ୍ତ ଅଫିସର

ଭୁବନେଶ୍ୱର() ବିଦା ହେଲେ ତିନି ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସର।ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ନେଇ ସୂଚନା ଦେଲେ ଡିଜିପି । ଏନେଇ ସେ ଟୁଇଟ୍ କରି ସୂଚନା ।

Read more