ଲାଞ୍ଚ ନେଇ ନିଲମ୍ବିତ ହେଲେ ୩ ପୁଲିସ କର୍ମଚାରୀ

ସମ୍ବଲପୁର() ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ୩ ପୁଲିସ କର୍ମଚାରୀ ।ସମ୍ବଲପୁର ଜିଲା ଯୁଯୁମରା ଥାନା ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।
ସୂଚନା ଅନୁସାରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୋଲିସ ଧରିବା ପରେ ତାଙ୍କଠାରୁ ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା । ଘଟଣାରେ ଯୁଯୁମରା ଥାନାର କନେଷ୍ଟବଲ, ହାବିଲଦାର ଓ ଡ୍ରାଇଭରଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି ।

 

Share

Leave a Reply

Your email address will not be published. Required fields are marked *

seventeen − 15 =