ପଛରେ ପଡିଲା ସ୍ମାର୍ଟ ସହର ଭୁବନେଶ୍ବର

ଭୁବନେଶ୍ବର (): ସହରାଂଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ-୨୦୧୮ର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ହୋଇଛି । ରାଜ୍ୟ କ୍ୟାଟେଗୋରୀରେ ଓଡ଼ିଶା ୨୨ତମ ସ୍ଥାନରେ ରହିଛି

Read more