ବୈଜୟନ୍ତଙ୍କ ଯୋଗଦାନ ଖବର ଶୁଣି ମୁଣ୍ଡ ଗୋଲ୍, ବାତିଲ ହେଲା ସବୁ କାର୍ଯ୍ୟକ୍ରମ

ଭୁବନେଶ୍ବର () ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗ ଦେବେ, ଏକଥା ରାଜ୍ୟ ଶାଖାର ମଙ୍ଗ ଧରିଥିବା ତଥା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ

Read more