ଆସୁଛି ମୌସୁସୀ, ୧୧ଟି ଜିଲ୍ଲାକୁ ୱାର୍ଣ୍ଣି ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବାତ୍ୟା ପରେ ଆସୁଛି ମୌସୁମୀ । ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଓଡିଶାରେ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଛି । ପ୍ରାକ୍ ମୌସୁମୀ ପ୍ରଭାବରେ ଉପକୂଳ ଓଡିଶାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡା,ଭଦ୍ରକ,ମୟୂରଭଞ୍ଜ,ୟାଜପୁର.ପୁରୀ,ଭଦ୍ରକ, ବାଲେଶ୍ୱର ,ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲା ଆଦିରେ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଂଟା ପାଇଁ ୧୧ଟି ଜିଲ୍ଲାକୁ ୱାର୍ଣ୍‌ଂ ଦେଇଛି ଆଂଚଳିକ ପାଣିପାଗ ବିଭାଗ । ତେବେ ଆସନ୍ତା ୪ ତାରିଖରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ ବୋଲି କହିଛନ୍ତି ପାଣିପାଗ ବିଶେଷଞ୍ଜ ଉମାଶଙ୍କର ଦାସ

Share

Leave a Reply

Your email address will not be published. Required fields are marked *

3 × five =