ବିଜେଡିର ଜୟଯାତ୍ରା ଜାରି

ଭୁବନେଶ୍ୱର()  ମତଦାନ ଗଣତି ଚାଲିଥିବା ବେଳେ ୧୦.୫୦ ସୁଦ୍ଧାରେ ସର୍ବଶେଷ ଖବର ଦେଇଛନ୍ତି ନିର୍ବାଚନ ଅଧିକାରୀ ।

ସୂଚନା ଅନୁସାରେ ଲୋକସଭାର ୨ଟି ଆସନ ଯଥା କେନ୍ଦ୍ରାପଡା ଏବଂ କଟକ ଆସନ ଛଡା ବାକି ୧୯ ଟି ଆସନର ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ । ବିଜେଡି ୧୨ଟି ଆସନରେ ଆଗୁଆ ଥିବାବଳେ ବିଜେପି ୭ଟି ଆସନ ଏବଂ କଂଗ୍ରେସ କିଛି ବି ଆସନରେ ନିଜର ସତ୍ତା ବନାଇପାରି ନାହିଁ ।

ସେହିଭଳି ବିଧାନସଭା ଆସନରେ ବିଜେଡି ୪୬ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୩ଟି ଆସନରେ ଏବଂ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି ।

Share

Leave a Reply

Your email address will not be published. Required fields are marked *

1 × four =