Latestରାଜ୍ୟ ରାଜଧାନୀ ୟୁନିଟ୍-୪ ପରିବା ଓ ମାଛ ମାର୍କେଟ ସିଲ୍ August 8, 2021 admin ଭୁବନେଶ୍ୱର: ରାଜଧାନୀର ୪ ନମ୍ବର ପରିବା ମାର୍କେଟରେ ବିଏମସି ଚଢାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପରିବା ମାର୍କେଟ ସିଲ୍ କରିଛି ବିଏମସି । ୟୁନିଟ ୪ ମାଛ ମାର୍କେଟକୁ ବି ସମାନ କାରଣରୁ ସିଲ୍ ହୋଇଛି । ସଟଡାଉନ ବେଳେ ମାଛ ବଜାରରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିଲା । ଅସମ୍ଭବ ଗହଳି ହେବାରୁ ମାଛ ମାର୍କେଟକୁ ସିଲ୍ କରାଯାଇଛି । Share