ପାକିସ୍ଥାନକୁ ସୁଷମାଙ୍କ କଡା ଜବାବ

ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ହୋଇପାରିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ଥାନକୁ କଡା ଚେତାବନୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ ପାକିସ୍ଥାନ ପ୍ରଥମେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ଉଚିତ । ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକରି ଆଲୋଚନାକୁ ଆସିବା ନିରର୍ଥକ ଗୋଟିଏ ପଟେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବ ଅନ୍ୟପଟରେ ଶାନ୍ତି ଆଲୋଚନା କେବେହେଲେ ସମ୍ଭବ ନୁହେଁ ବୋଲି ଶ୍ରୀମତୀ ସ୍ୱରାଜ ରୋକଠୋକ ଭାବେ ପାକିସ୍ଥାନକୁ ଜବାବ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 3 =