ହକି ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପ ହକି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟ ଠାରେ ୫ଟି ସ୍ମାରକୀ ଡାକ ଟିକେଟ ଉନୋ୍ମଚନ କରିଛନ୍ତି । ଏହି ଉନ୍ମୋଚନ ଉସ୍ôବରେ ଡାକ ବିଭାଗର ଉଚ୍ଚ ପଦସ୍ଥ କର୍ମକର୍ତା ହକି ଇଣ୍ଡିଆ ଓ ଅନ୍ୟାନ୍ୟ ରାଜ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

11 + eleven =