୫୭ ଲକ୍ଷ ଲୋକ ପ୍ରଭାବିତ ୨୬ ମୃତ

ଭୁବନେଶ୍ୱର–ତିତଲି ଓ ଏହାର ପରବର୍ତୀ ବନ୍ୟା- ବର୍ଷା ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୬ ହେଲାଣି ବୋଲି ସ୍ପେଶାଲ ରିଲିଫ କମିଶନର ବିଷ୍ନୁପଦ ସେଠୀ ଆଜି ଏଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କେବଳ ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଂଜାମରେ ୩ ଜଣ, କଟକ, କେନ୍ଦୁଝର , ନୟାଗଡ ,ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଜଣେ ଲେଖାଏ ଲୋକଙ୍କର ମୃତ୍ୟୁ ଘଟିଛି । ମୃତାହତ ଓ ନିଖୋଜ ମାନଙ୍କ ସମ୍ପର୍କରେ ତଦନ୍ତ ଏବେ ବି ଜାରି ରହିଛି । ଏସଆରସି ଆହୁରି ସୂଚନା ଦେଇଛନ୍ତି ଯେ ଏହି ପ୍ରାକୃତିକ ବିପର୍ଯ୍ୟର‌୍ୟରେ ରାଜ୍ୟର ୧୬ ଟି ଜିଲ୍ଲାର ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏବଂ ୧.୪୮ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ଥ ହୋଇଛି ।
ସରକାରୀ ଭାବେ ମୃତ ସଂଖ୍ୟା ୨୬ ବୋଲି ଘୋଷଣା କରାଯାଇଥିଲେ

Share

Leave a Reply

Your email address will not be published. Required fields are marked *

16 + 13 =