ଦେବଗଡ଼ରୁ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭେରିଆଣ୍ଟ । ପ୍ରଥମ ଥର ଲାଗି ଓଡ଼ିଶାରୁ ଚିହ୍ନଟ ହୋଇଛି । ସମଗ୍ର ଦେଶରେ ୪୮ ଡେଲଟା ପ୍ଲସ କେସ ଥିବା ବେଳେ ଓଡ଼ିଶାରୁ ଗୋଟିଏ ଚିହ୍ନଟ । ଦେବଗଡ଼ରୁ ପ୍ରଥମ ଡେଲଟା ପ୍ଲସ ଚିହ୍ନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ଏନସିଡିସି ନିର୍ଦ୍ଦେଶକ ଏସକେ ସିହ୍ନା । ମହାରାଷ୍ଟ୍ରରେ ସର୍ବାଧିକ ୨୦ କେସ ଥିବା ବେଳେ ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − fifteen =