ଏଣିକି ହ୍ୱାଟ୍ସଆପରେ ପାଠ ପଢିବେ ଛାତ୍ରଛାତ୍ରୀ

ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଛି । ଏନେଇ ସୂଚନ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ଦେଇଥିବା ଆଧାରକାର୍ଡ ଅନୁସାରେ ଯେଉଁମାନଙ୍କ ଆଣ୍ଡଏଡ ମୋବାଇଲ ଅଛି ସେମାନଙ୍କୁ ପ୍ରାଥମିକ ଭାବେ ଏହି ହ୍ୱାଟସଅପ ଗ୍ରୁପରେ ସାମିଲ କରାଯାଇଛି । ଏହି ଗ୍ରୁପ ମାଧ୍ୟମରେ ପାଠ ପଢାଯିବେ । ସମସ୍ତ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦ୍ୱିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ୍ୟପୁସ୍ତକ ଏବେ ଘରେ ଘରେ ବାଂଟିବା କାମ ଆରମ୍ଭ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 1 =