ଆମେ ଏକାଠି ଲଢିବୁ: ମମତା

ବିହାର ପାଟନାରେ ପ୍ରମୁଖ ବିରୋଧୀ ଦଳମାନଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକରେ ନୀତିଶ କୁମାର, ଲାଲୁ ଯାଦବ,ଶରତ ପାୱାର ସାମିଲ ଥିବା ଜଣାପଡିଥିଲା । ରାହୁଲ ଗାନ୍ଧୀ,ମଲ୍ଲୀକାର୍ଜୁନ ଖଡଗେ,ମମିା ବାନାର୍ଜୀ ମଧ୍ୟ ସାମିଲ ଥିଲେ । ସୀତାରାମ ୟେଚୁରୀ,ଅରବିନ୍ଦ କେଜ୍ରିୱାଲ,ଉଦ୍ଧବ ଥାକରେ ମଧ୍ୟ ଥିଲେ । ବୈଠକ ପରେ ପ୍ରେସମିଟରେ ମିଳିତ ବିରୋଧୀ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଆମେ ସମସ୍ତେ ଏକାଠି ଅଛୁ,ମିଳିତ ଭାବେ ଲଢିବୁ ବୋଲି କହିଲେ ମମିା ବାନାର୍ଜୀ । ବିଜେପିର ଏକଛତ୍ରବାଦ ଶାସନ ବିଲୋପ ହେବ କହିଲେ ମମତା ବାନାର୍ଜୀ । ବୈଠକ ଫଳପ୍ରଦ ହୋଇଛି,ସିମଳାରେ ପରବିର୍ତ୍ତୀ ମିଟିଂ ହେବ ବୋଲି କହିଛନ୍ତି ନୀତିଶ କୁମାର ।

Share

Leave a Reply

Your email address will not be published. Required fields are marked *

fourteen + two =