ଅଭିଯୁକ୍ତ ପ୍ରେମିକ ଗିରଫ

ପାଲଲହଡା ଅଂଚଳରେ ୨ଜଣ ସାଙ୍ଗଙ୍କ ସହ ମିଶି ନିଜ ପ୍ରେମିକାକୁ ଗଣଦୁଃକର୍ମ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଅନ୍ୟ ୨ଜଣଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

8 − 3 =