୧୬ରୁ ବିଧାନସଭା ଅଧିବେସନ

ଆସନ୍ତା ୧୬ତାରିଖ ଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡିଛି । ଏହି ସମୟ ମଧ୍ୟରେ ୨୩ଟି କାର୍ଯ୍ୟକାରୀ ଦିବସ ରହିଛି । ଚଳିତ ଅଧିବେଶନରେ ଅଭିଜିତ ଆୟାରର ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଉପରେ ତଦନ୍ତ କରିବାପାଇଁ ଗଠିତ ବିଧାନସଭା ଗୃହ କମିଟିର ରିପୋର୍ଟ ଉପସ୍ଥାପିତ ହେବ ।

Share

Leave a Reply

Your email address will not be published. Required fields are marked *

20 − five =