ପୁରୀରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ପୁରୀ: ଗୋଆ ଭଳି ପୁରୀରେ ମଦ କୁଡ଼ିଆ ଯୋଜନା କରାଯିବାକୁ ନିଷ୍ପତି ନିଆଯାଇଥିଲା । ଯାହାକୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳରେ ଏଭଳି ଯୋଜନା ନିନ୍ଦନୀୟ ବୋଲି ମଧ୍ୟ ବିଭିନ୍ନ ସଂଗଠନ ଦାବି କରିଥିଲେ । ଶେଷରେ ଏହାକୁ ପ୍ରତ୍ୟାର ନେଇ ସୂଚନା ଦେଲେ ଜିଲ୍ଲାପାଳ ।

Share

Leave a Reply

Your email address will not be published. Required fields are marked *

six + thirteen =