ବର୍ଷା କ୍ଷୟକ୍ଷତି ରିପୋର୍ଟ ୪ ସୁଦ୍ଧା ଦିଅ

ଭୁବନେଶ୍ୱର()  ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୪ ତାରିଖ ସୁଦ୍ଧା ପଠାଇବା ପାଇଁ ରାଜ୍ୟ ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବହୁ ଅଂଚଳ କ୍ଷତିଗ୍ରସ୍ଥ ହେଇଥିବା ଖବର ମିଳିଥିବା ପରେ ଏସ.ଆର.ସି ଶ୍ରୀ ଜେନା ଏହି ମର୍ମରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସେ କହିଛନ୍ତି ଯେ ଯେଉଁଠି ଛୋଟମୋଟ କ୍ଷୟକ୍ଷତି ଘଟିଛି ସେଠାରେ ସରକାରୀ ନିର୍ଦେଶକୁ ଅପେକ୍ଷା ନକରି ତୁରନ୍ତ ସାହାଯ୍ୟ ଯୋଗଇ ଦିଆଯିବା ଆବଶ୍ୟକ । ଜିଲ୍ଲାପାଳ ମାନଙ୍କ ଠାରୁ ପୂର୍ଣ୍ଣଙ୍ଗ କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ ରାଜ୍ୟ ସରାକର ତୁରନ୍ତ ଅନୁଦାନ ଯୋଗାଇ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

nine − 3 =