୧୬ରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର ()  ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ୍‌ ଲିଷ୍ଟ । କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଟାଇମ୍‌ ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ସରକାର । ନଭେମ୍ବର ୧୦ ସୁଦ୍ଧା ସାମ୍ସ ପୋର୍ଟାଲ୍‌ରେ ମାର୍କ ଅପଡେଟ୍‌ କରିବେ ଛାତ୍ରଛାତ୍ରୀ । ଆସନ୍ତା ୧୬ ତାରିଖରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଡିସେମ୍ବର ୧୦ ସୁଦ୍ଧା ଆଡମିଶନ୍‌ ସରିବ ବୋଲି ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

12 − 6 =