ବିଜେଡିରୁ ଜୀବନ ପ୍ରଦୀପ ଦାସ ନିଲମ୍ବିତ

ଭୁବନେଶ୍ୱର() ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦାପ ଦାସଙ୍କୁ ସସପେଣ୍ଡ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ଉପ ନିର୍ବାଚନ ପୂର୍ବରୁ ଦଳୀୟ ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ବିଜେଡି ନେତାଙ୍କ ପକ୍ଷରୁ ଜୀବନ ପ୍ରଦୀପଙ୍କୁ ବୁଝା ଯାଇଥିଲା ।

Share

Leave a Reply

Your email address will not be published. Required fields are marked *

nineteen + twenty =