ଆସନ୍ତାକାଲି ହେବ ସାନି ମତଦାନ

ଆସନ୍ତାକାଲି ହେବ ସାନି ମତଦାନ । ବୁଥରେ ପହଞ୍ଚିଲେଣି ପୋଲିଂ ଅଧିକାରୀ । ତୃତୀୟ ପର୍ୟ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ୟ୍ୟାୟର ୨୨ଟି ବୁଥରେ ହେବ ପୁନଃ ଭୋଟିଂ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା ।ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ବେଳେ ୧୧ ଲୋକସଭା କ୍ଷେତ୍ର ଓ ୧୯ ବିଧାନସଭା ଆସନ ଅନ୍ତର୍ଗତ ଏସବୁ ବୁଥରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା ।

Share

Leave a Reply

Your email address will not be published. Required fields are marked *

5 × 4 =