୨୨ ଲକ୍ଷ ଗାଡି ୧୫ ବର୍ଷ ପୁରୁଣା

ଭୁବନେଶ୍ୱର()  ନୂଆ ମୋଟର ଯାନ ଆଇନ ଅନୁସାରେ ୧୫ ବର୍ଷରୁ ଅଧିକ ସମୟ ଗଡିଥିବା ଗାଡିକୁ ନିଷେଧ କରାଯାଇଛି । ତାସତ୍ୱେ ଗଡୁଛି ଗାଡି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟର ମୋଟରଗାଡି ସଂଖ୍ୟା ହେଉଛି ୨୨ ଲକ୍ଷ ୯ ହଜାର ୫ ଶହ ୭୩ । ସେଥିମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡି ଚଳାଚଳ କରୁଛି ।

ସେହିଭଳି ନୂଆ ପରିବହନ ଆଇନ ଲାଗୁ ହେବା ପରେ ଫାଇନ ଆଦାୟ ହୋଇଛି । ଟିକସ ବଢିଛି ହେଲେ ଜୋରମାନା କମିଛି । ସେପେଟମ୍ବର ଓ ଅକ୍ଟୋବର ମାସରେ ଜୋରିମାନା ଆଦାୟ ହୋଇଛି ୧୩ କୋଟି ୮୫ ଲକ୍ଷ । ଗତବର୍ଷ ଏହି ଦୁଇମାସରେ ଆଦାୟ ହୋଇଥିଲା ୨୦ କୋଟି ୬ ଲକ୍ଷ ବୋଲି ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Share

Leave a Reply

Your email address will not be published. Required fields are marked *

3 × 2 =