କୃଷି, ଶିଳ୍ପ କ୍ଷେତ୍ରରେ କେନ୍ଦୁଝର ୧ ନମ୍ବର

ଭୁବନେଶ୍ୱର() ରାଜ୍ୟରେ ମୁଣ୍ଡପିଛା ଆୟ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଆଗରେ ରହିଛି । କୃଷି, ଶିଳ୍ପ, ସେବା ଓ ଆନୁଷଙ୍ଗିକ ସୁବିଧା କ୍ଷେତ୍ରରେ କେନ୍ଦୁଝର ୧ ନମ୍ବର । ୨୦୦୪-୦୫ ଆର୍ଥିକ ବର୍ଷ ଆଧାରରେ କେନ୍ଦୁଝର ଆଗରେ ରହିଛି ବୋଲି ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଏହାସହ କେନ୍ଦୁଝର ପଛକୁ ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 9 =