ମୋମୋ ପରେ ଅଲିଭିଆ ଆତଙ୍କ

‘ଅଲିଭିଆ’ ନାଁରେ ଆସୁଥିବା ମେସେଜ୍ ପ୍ରତି ସତର୍କ ରହିବାକୁ ଓଡିଶା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।କୌଣସି ଅଜଣା କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କ ମେସେଜ୍ ଗ୍ରହଣ ନ କରିବା ପାଇଁ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି କ୍ରାଇମ୍ବ୍ରାଞ୍ଚ୍। ବିଶେଷ କରି ପିଲାମାନେ କେଉଁ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି, କେଉଁମାନଙ୍କ ସହ ବନ୍ଧୁତା କରୁଛନ୍ତି, ସେ ନେଇ ଧ୍ୟାନ ଦେବାକୁ କୁହାଯାଇଛି।‘ଅଲିଭିଆ ହୋକ୍ସ’ ନାମକ ଆପ୍ଲିକେସନ୍ ସୋଶାଲ୍ ମିଡିଆରେ ପିଲାମାନଙ୍କ ସହ ବନ୍ଧୁତା କରି ସେମାନଙ୍କୁ ଫସାଉଥିବା ଅଭିଯୋଗ ହେଉଛି।

Share

Leave a Reply

Your email address will not be published. Required fields are marked *

2 × one =