ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ । ଏହି ଅବସରରେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଏକ ମହାମାରୀର ସମ୍ମୁଖୀନ ହୋଇଥିବା ବେଳେ ବିଭ୍ରାନ୍ତିକର ସୂଚନାକୁ ରୋକିବା ସହ ସାମ୍ନାକୁ ନିର୍ଭରଯୋଗ୍ୟ ଓ ସଠିକ ସୂଚନା ପ୍ରଦାନରେ ସାମ୍ବାଦିକଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି । ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଆମ ଦେଶରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଏ ।

Share

Leave a Reply

Your email address will not be published. Required fields are marked *

twelve − 11 =