ସହିଦନଗରରେ ଜଳିଗଲା ବସ୍‌

ଭୁବନେଶ୍ୱର() ଭୁବନେଶ୍ୱର ସହିଦନଗରରେ ଆଜି ଏକ ବସ୍ରେ ନିଆଁ ଲାଗି ବସ୍ଟି ହୁତୁହୁତ ହୋଇ ଜଳିଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି ।

ତେବେ ସହିଦନଗର ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ଅଗ୍ନିକାଣ୍ଡ କିପରି ଘଟିଲା ଓ ଏହାର କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିନି। ବସ୍ଟି କେଉଁଠୁ କେଉଁଠିକୁ ଯାଉଥିଲା, ନିଆଁ ଲାଗିବା ସମୟରେ ବସ୍ରେ କେତେ ଯାତ୍ରୀ ଥିଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି।

Share

Leave a Reply

Your email address will not be published. Required fields are marked *

thirteen + three =