ନକଲି ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ

ନକଲି ରସିକିଆ ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ । ମହିଳା ଥାନାରେ ଗୌହାଟୀର ଜଣେ ମହିଳା ଡାକ୍ତରଙ୍କ ଅଭିଯୋଗ । ଜାଲ ପରିଚୟ ଦେଇ ବିବାହ କରିଥିବା ଅଭିଯୋଗ କରିଛନ୍ତି ମହିଳା । ୨୧ ଲକ୍ଷ ସହ ନଣନ୍ଦ ପୁଟୁଳିରେ ସୁନା ଗହଣା ଦେଇଥିବା ଅଭିଯୋଗ ହୋଇଛି । ବାହାଘରରେ ନକଲି ଡାକ୍ତରଙ୍କ ଭଉଣୀ ,ଭିଣୋଇ ଉପସ୍ଥିତ ଥିଲେ । ମହିଳା ଡାକ୍ତର ଓ ତାଙ୍କ ବାପା , ଭାଇଙ୍କ ହେବ ବୟାନ ରେକର୍ଡ ।

Share

Leave a Reply

Your email address will not be published. Required fields are marked *

1 + 10 =