ଉତ୍ତର ଓଡ଼ିଶାରେ  ଭୂକମ୍ପ ଅନୁଭୂତ

ଭୁବନେଶ୍ବର: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବାରିପଦା, ବାଲେଶ୍ୱର ଏବଂ ଭଦ୍ରକକ କେତେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପ୍ରଭାବରେ ଲୋକେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ ।ତେବେ  ଏଥିରେ ହୋଇଥିବା କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ ା

Share

Leave a Reply

Your email address will not be published. Required fields are marked *

17 − 4 =