କଟକବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଐତିହ୍ୟ ସହର କଟକର ତାଳଦଣ୍ଡା କେନାଲର ହେବ ଉନ୍ନତି କରଣ । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଟ୍ୱିଟର ହାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏହି ଫଟୋକୁ ପୋଷ୍ଟ କରିବା ସହ କଟକବାସୀଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘଦିନ ହେବ ଏହି କେନାଲର ଉନ୍ନତିକରଣ ଲାଗି ଆଲୋଚନା ହେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେଇଥିବା ଦେଖିବାକୁ ମିଳୁଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କଟକବାସୀ ।

Share

Leave a Reply

Your email address will not be published. Required fields are marked *

20 − fourteen =