୩୯ରେ  ପହଞ୍ଚିଲା ରାଜ୍ୟରେ କରୋନା   ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର() ରାଜ୍ୟରେ ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୯ରେ  ପହଞ୍ଚିଲା ରାଜ୍ୟରେ କରୋନା   ଆକ୍ରାନ୍ତଙ୍କ ସଖ୍ୟା ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

sixteen − nine =