ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିଲେ

ଭୁବନେଶ୍ୱର:ୠାଇ ଗୋରୁ ଭଳି ମାଡ଼ । ଲୁଟ କରିବାକୁ ଆସିଥିବା ଦୁର୍ବୁତ୍ତଙ୍କୁ ଧରି କୁଟିଲେ ଲୋକେ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା । ଫେଲ୍ ହେଲା ଲୁଟ୍ କରି ଫେରାର୍ ପ୍ଲାନ୍ । ଲୁଟେରାକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦନଗର ଅଞ୍ଚଳରେ। ସକାଳେ ଦୁଇ ଜଣ ଲୁଟ୍ କରି ଫେରାର ହେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଜଣଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

5 × 4 =