ବାରବାଟୀକୁ ଦେଲା ବିସିସିଆଇ ୧୦ କୋଟି

ଭୁବନେଶ୍ୱର()  ବାରବାଟୀ ଷ୍ଟାଡିୟମ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଦେଲା ବିସିସିଆଇ । ଦିନିକିଆ ମ୍ୟାଚ ପ୍ରସ୍ତୁତି ଓ ଷ୍ଟାଡିୟମ ମରାମତି ପାଇଁ ଏହି ଅନୁଦାନ ଘୋଷଣା କରିଛି ବିସିସିଆଇ । ଓଡିଶା କି୍ରକେଟ ଆସୋସିଏସନର ସଂପାଦକ ସଂଜୟ ବେହେରା ଆଜି ଏନେଇ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 3 =