ଏଣିକି ୪ ଯାଏଁ ଖୋଲା ରହିବା ଆହାର କେନ୍ଦ୍ର

ଭୁବନେଶ୍ୱର() ଏଣିକି ୪ ଟା ଯାଏଁ ଖୋଲା ରହିବା ଆହାର କେନ୍ଦ୍ର । ଦିନ ୧୦ ଟାରୁ ଅପରାହ୍ନ ୪ ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ ନିୟନ୍ତ୍ରଣ ପାଇଁ ଏହି ପଦୃକ୍ଷେପ ନିଆଯାଇଛି ।

ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା ଆବଶ୍ୟକ ବୋଲି କୁହାଯାଇଛି। ଏହି କାର୍ୟ୍ୟକୁ ତଦାରଖ କରିବା ଲାଗି ଆହାର କେନ୍ଦ୍ରଗୁଡ଼ିକରେ ପୁଲିସ କର୍ମଚାରୀ ବା ହୋମଗାର୍ଡଙ୍କୁ ମୁତୟନ କରାଯିବ ବୋଲି ଏହି ନିର୍ଦେଶନାମାରେ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

eleven − 2 =