କିଏ ମୋ ସ୍ବାମୀ : ରାକ୍ଷୀ

 ଭୁବନେଶ୍ବର() ରାକ୍ଷୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରାକ୍ଷୀ ନିଜ ସ୍ବାମୀଙ୍କ ସମ୍ପର୍କରେ ସୂଚନା ଦେବାକୁ ଯାଇ ରାକ୍ଷୀ ୧୦ ଯୁବକଙ୍କ ଫଟୋ ପୋଷ୍ଟ କରିଛନ୍ତି । ପ୍ରଶଂସକମାନଙ୍କୁ କହିଛନ୍ତି ଏହି ୯ଜଣଙ୍କ ଭିତରୁ କିଏ କାଙ୍କ ସ୍ବାମୀ ଚିହ୍ନନ୍ତୁ ବୋଲି । ରାକ୍ଷୀଙ୍କ ଏହି ଅନ୍ଦାଜ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ତାଙ୍କ ଫଲୋୟର୍ସ ଏହି ପୋଷ୍ଟକୁ ନେଇ ନା ନା ଅବାନ୍ତର ମତ ଓ ମନ୍ତବ୍ୟ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four − one =