ପୁରୁଷଙ୍କ ସହ ସମକକ୍ଷ ଭାବେ ଜଳଯାତ୍ରା କରିବାକୁ ମହିଳା ସକ୍ଷମ

ନୂଆଦିଲ୍ଲୀ() ନୌବାହିନୀରେ ମହିଳା ସ୍ଥାୟୀ କମିଶନ ସପକ୍ଷରେ ସୁପି୍ରମକୋର୍ଟ ରାୟ ଶୁଣାଇଛନ୍ତି । ପୁରୁଷଙ୍କ ସହ ସମକକ୍ଷ ଭାବେ ମହିଳା ଜଳଯାତ୍ରା କରିବାକୁ ସକ୍ଷମ । ସ୍ଥାୟୀ କମିଶନ ନିଯୁକ୍ତିରେ ଭେଦ ଭାବ ରହିବା ଅନୁଚିତ ବୋଲି କହିଛନ୍ତି ସୁପି୍ରମକୋର୍ଟ ।

Share

Leave a Reply

Your email address will not be published. Required fields are marked *

7 + sixteen =