୪ ମାସର ଭତ୍ତା ଆଗୁଆ ଦେବେ ସରକାର

ଭୁବନେଶ୍ୱର() ଭତ୍ତା ମିଳୁଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । କରୋନା ପାଇଁ ଅଗ୍ରୀମ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ, ମେ,ଜୁନ୍ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦେବେ ସରକାର । ମଧୁବାବୁ ପେନସନ ଯୋଜନାରେ ୨୪ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ମିଳିବ । ଏସଏସଏପି ମାଧ୍ୟମରେ ୨୪ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ମିଳିବ । ସମୁଦାୟ ୪୮ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 5 =