ନବୀନଙ୍କ ପରେ ମମତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଆଜି ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତୃତୀୟ ସାମୁଖ୍ୟ ଗଠନ ଅଭିଯାନରେ ବାହାରିଥିବା କେସିଆର ଆଜି ଏସମ୍ପର୍କରେ ମମତାଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । ବିଭିନ୍ନ ରାଜ୍ୟ ଗସ୍ତ କରି ଆଂଚଳିକ ଦଳ ଗୁଡିକୁ ସଂଗଠିତ କରି ବିଜେପି ଓ କଂଗ୍ରେସ ବିରୁଦ୍ଧରେ ଏକ ପ୍ଲାଟର୍ଫମ ତିଆରି କରିବା ଉଦେଶ୍ୟରେ କେସିଆର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ଏହି ଅବସରରେ ସେ ସପରିବାର ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

twenty + eighteen =