ଆଇଏଏସ ସ୍ତରରେ ଛୋଟ ଅଦଳବଦଳ

ରାଜ୍ୟ ସରକାର ଆଇଏଏସ ଅଫିସର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଥିବା ଚନ୍ଦ୍ରଶେଖର କୁମାରଙ୍କୁ ରାଜ୍ୟ ପନ୍ୟାଗାର ନିଗମର ଅଧକ୍ଷ ରୂପେ ବଦଳି କରାଯାଇଛି । ଅବକାରୀ ବିଭାଗ ସଚିବ ଥିବା ନିକୁଂଜ ବିହାରୀ ଧଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟ ପ୍ରଶମନ ବିଭାଗର ସଚିବ ରୂପେ ଅବସ୍ଥାପିତ କରାଯାଇଛି । ସେ ଏହି ଦାୟୀତ୍ୱ ସହିତ ଅବକାରୀ ବିଭାଗର ଅତିରିକ୍ତ ଦାୟୀତ୍ୱରେ ରହିବେ । ଭାଷ୍କରଜ୍ୟୋତି ଶର୍ମା ବି ଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଭାବେ ବଦଳି ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − eight =