ନୟାଗଡ଼ କୋଭିଡ଼ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ସବୁ ଜିଲ୍ଲାରେ ଏହି କୋଭିଡ଼ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଠିକ ଭାବେ ହେଉଛିକି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ଏହି ପରିପ୍ରେକ୍ଷେୀରେ ଆଜି ନୟାଗଡ଼ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଓ ତାଙ୍କ ସହ ଉନୟନ କମିସନର ମଧ୍ୟ ଅଛନ୍ତି । ସେମାନେ ଚାନ୍ଦପୁର କୋଭିଡ଼ ହସ୍ପିଟାଲ ବୁଲି ଦେଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 7 =