ଗଞ୍ଜାମ ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ତଦାରଖ କରିବେ ୨ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୪କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଦାୟିତ୍ୱ ଦିଆଯାଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କୁ ଓ ଆରଏମଆରସି ଭୁବନେଶ୍ୱର ବୈଜ୍ଞାନିକ ଜୟସିଂହ ଖତ୍ରିଙ୍କୁ ଦାୟିତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ ତଦାରଖ କରିବେ ଉଭୟ ଅଫିସର । ଏହାସହ ଏମକେସିଜି ମେଡ଼ିକାଲରୁ ଏକ ଆରଆରଟି ଟିମ୍ ଗଠନ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 + 17 =